ନୂଆ ବର୍ଷରୁ ଶ୍ରୀମନ୍ଦିରରେ ମୋବାଇଲ୍‌ ନିଷେଧ

ପୁରୀ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ କଟକଣା ଲାଗୁ ହେବାକୁ ଯାଉଛି। କୌଣସି ଅଣପଞ୍ଜୀକୃତ ମୋବାଇଲ୍‌ ହାଣ୍ଡସେଟ୍‍ ଶ୍ରୀମନ୍ଦିର ପ୍ରବେଶ କରିବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଦୁଇ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା ପଞ୍ଜୀକୃତ ମୋବାଇଲ୍‌ ହାଣ୍ଡ୍‌ସେଟ୍‌ ଛଡ଼ା କେହି ଅନ୍ୟ ମୋବାଇଲ ଫୋନ୍‌ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ(ନୀତି) ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି। କେବଳ ନିର୍ଦ୍ଦିଷ୍ଟ ଅଧିକାରୀ, କର୍ମଚାରୀ, … Continue reading ନୂଆ ବର୍ଷରୁ ଶ୍ରୀମନ୍ଦିରରେ ମୋବାଇଲ୍‌ ନିଷେଧ